ସେପ୍ଟେମ୍ବର ୨୯ରୁ ମହାନଦୀ ଶୁଣାଣି : ଏବେ ବଳ ପରୀକ୍ଷା

ନୂଆଦିଲ୍ଲୀରେ ଖୋଲିବ ସ୍ୱତନ୍ତ୍ର ସେଲ୍‌, ଦାୟିତ୍ୱରେ ରହିବେ ଅଧୀକ୍ଷଣ ଯନ୍ତ୍ରୀ ଭୁବନେଶ୍ୱର : ମହାନଦୀ ମହାବିବାଦ ମାମଲା ଶେଷରେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ଓଡ଼ିଶା ସ୍ୱାର୍ଥ ସଂପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଶୁଣିବା ଲାଗି ଟ୍ରିବ୍ୟୁନାଲ ବାଟ ଖୋଲିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ତାଙ୍କ ଶୁଣାଣି ଆରମ୍ଭ କରିବେ। କେଉଁଠାରୁ ଶୁଣାଣି ଆରମ୍ଭ ହେବ, ପ୍ରଥମେ ଟ୍ରିବ୍ୟୁନାଲ କ’ଣ ଜାଣିବାକୁ ଚାହୁଁଛନ୍ତି, ସେ ସଂକ୍ରାନ୍ତ … Continue reading ସେପ୍ଟେମ୍ବର ୨୯ରୁ ମହାନଦୀ ଶୁଣାଣି : ଏବେ ବଳ ପରୀକ୍ଷା